Public App Logo
Jansamasya
News
Maharashtra
Bjp
National
Police
Bihar
India
रेलवे
Coronavirus
कांग्रेस
बीजेपी
Congress
Modi
Delhi
Viral
Dm
Rajasthan
मध्यप्रदेश
Bollywood
Patna
Breakingnews
Madhya_pradesh
उत्तरप्रदेश
Pmmodi
Rahulgandhi
Uttarpradesh
Haryana
Uttarakhand
जिलाधिकारी

କେନ୍ଦୁଝର ସହର: କେନ୍ଦୁଝର ବନ ବିଭାଗ ଦ୍ବାରା ୨ ହାତୀଦାନ୍ତଜବତ ୩ ଅନୁରାଜ୍ୟ ତସ୍ମର ଗିରଫ, ଚମ୍ପୁଆ ଠାରେ ପ୍ରତିକିୟା ରଖିଛନ୍ତି ଡିଏଫଓ

କେନ୍ଦୁଝର ବନ ବିଭାଗ ଦ୍ବାରା ୨ ହାତୀ ଦାନୁ ଜବତ ୩ ଅନୁରାଜ୍ୟ ତସ୍ମର ଗିରଫ ୩. ହାତୀଦାନ୍ତ ବିକ୍ରି ଉଦ୍ୟମ ବେଳେ ମାଡିବସିଲା ବନବିଭାଗ, ତିନି ଗିରଫ ଦୁଇ ହାତୀଦାନ୍ତି ଜବତ । ଆଜି ଅପରାହ୍ନ ୪ ସାମ୍ୱାଦିକ ସମ୍ମିଳନୀରେ ରଖିଛନ୍ତି ପ୍ରତିକ୍ରିୟା ଡିଏଫଓ l

MORE NEWS

#୯_କେଜି_ଗଞ୍ଜେଇ_ସହିତ_ମହୁଲି_ମଦ_ଜବତ 
କରଞ୍ଜିଆ ଅଞ୍ଚଳରେ ଅବକାରୀ ବିଭାଗ ଏକ ବଡ଼ ଧରଣର ଚଢ଼ାଉ କରିଛି। ଏହି ଚଢ଼ାଉ ସମୟରେ  ୮୦ ଲିଟର ଦେଶୀ ମହୁଲି ମଦ ଓ ୯ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଥିବାବେଳେ ୫ ଜଣ ନିଶା ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। 
#latastnewsupdate #pabitranewsodishalive #breakingnews #latastnews #karanjia #mayurbhanj

#୯_କେଜି_ଗଞ୍ଜେଇ_ସହିତ_ମହୁଲି_ମଦ_ଜବତ କରଞ୍ଜିଆ ଅଞ୍ଚଳରେ ଅବକାରୀ ବିଭାଗ ଏକ ବଡ଼ ଧରଣର ଚଢ଼ାଉ କରିଛି। ଏହି ଚଢ଼ାଉ ସମୟରେ ୮୦ ଲିଟର ଦେଶୀ ମହୁଲି ମଦ ଓ ୯ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଥିବାବେଳେ ୫ ଜଣ ନିଶା ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। #latastnewsupdate #pabitranewsodishalive #breakingnews #latastnews #karanjia #mayurbhanj

Kendujhar Town, Kendujhar | Jul 20, 2026

#ସକାଳର_ବଡ଼_ଖବର 
Sakala Bulletin | 20 July 2026 | Morning Headline | ସକାଳର ବଡ଼ ଖବର | Odia News | Pabitra News Odisha 
#latastnewsupdate #pabitranews #MorningHeadlineodisha #sakalakhabar #odishaheadline #odianews #BreakingNews
#odianews #sakalanews #odishanews #rain #barshanews #todaymorningnews #pabitranewsodishalive #ajisakalaranews #latastnewsupdate #pabitranewsodishalive

#ସକାଳର_ବଡ଼_ଖବର Sakala Bulletin | 20 July 2026 | Morning Headline | ସକାଳର ବଡ଼ ଖବର | Odia News | Pabitra News Odisha #latastnewsupdate #pabitranews #MorningHeadlineodisha #sakalakhabar #odishaheadline #odianews #BreakingNews #odianews #sakalanews #odishanews #rain #barshanews #todaymorningnews #pabitranewsodishalive #ajisakalaranews #latastnewsupdate #pabitranewsodishalive

Kendujhar Town, Kendujhar | Jul 20, 2026

#ଭଡ଼ା_ଘରୁ_ସ୍ତ୍ରୀ_ପ୍ରେମିକ_କୁ_ଧରିଲେ_ସ୍ବାମୀ 
ବାଲେଶ୍ୱର ଜିଲ୍ଲା କମର୍ଦା ଥାନା ଅଞ୍ଚଳରେ ଏକ ପାରିବାରିକ ଘଟଣାକୁ ନେଇ ଉତ୍ତେଜନା
ସ୍ତ୍ରୀଙ୍କ ପରକୀୟା ପ୍ରୀତି ସନ୍ଦେହ, ୭ ମାସ ପରେ ଭଡ଼ା ଘରୁ ସ୍ତ୍ରୀ କୁ ଉଦ୍ଧାର ଥାନାକୁ ନେବାବେଳେ ଉତ୍ତେଜନା l
#latastnews #breakingnews #odishanewsupdate #baleswar #karmdapolice

#ଭଡ଼ା_ଘରୁ_ସ୍ତ୍ରୀ_ପ୍ରେମିକ_କୁ_ଧରିଲେ_ସ୍ବାମୀ ବାଲେଶ୍ୱର ଜିଲ୍ଲା କମର୍ଦା ଥାନା ଅଞ୍ଚଳରେ ଏକ ପାରିବାରିକ ଘଟଣାକୁ ନେଇ ଉତ୍ତେଜନା ସ୍ତ୍ରୀଙ୍କ ପରକୀୟା ପ୍ରୀତି ସନ୍ଦେହ, ୭ ମାସ ପରେ ଭଡ଼ା ଘରୁ ସ୍ତ୍ରୀ କୁ ଉଦ୍ଧାର ଥାନାକୁ ନେବାବେଳେ ଉତ୍ତେଜନା l #latastnews #breakingnews #odishanewsupdate #baleswar #karmdapolice

Kendujhar Town, Kendujhar | Jul 19, 2026