ଶ୍ରୀଗୁଣ୍ଡିଚା ମନ୍ଦିରରୁ ନୀଳାଚଳ ଅଭିମୁଖେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ପବିତ୍ର ବାହୁଡ଼ା ଯାତ୍ରା। ମା' ସୁଭଦ୍ରା ଓ ବଡ଼ ଠାକୁର ପ୍ରଭୁ ବଳଭଦ୍ରଙ୍କୁ ସାଙ୍ଗରେ ନେଇ ଭକ୍ତବତ୍ସଳ କାଳିଆ ସାଆନ୍ତ ଶ୍ରୀମନ୍ଦିରକୁ ଫେରୁଛନ୍ତି।
#latastnewsupdate #BahudaYatra #LordJagannath #pabitranewsodishalive
Kendujhar Town, Kendujhar | Jul 25, 2026