🚨 ଓଡ଼ିଶାରେ କଣ ସତରେ ଆଇନ୍ ଶୃଙ୍ଖଳା ବ୍ୟବସ୍ଥା ଭୁଶୁଡ଼ି ପଡ଼ୁଛି? 🤔
"ଓଡ଼ିଶାରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି, ଆଉ କେହି କାହାରିକୁ ଡରୁ ନାହାନ୍ତି। ସରକାର ଏଥିପାଇଁ ତୁରନ୍ତ ଦୃଷ୍ଟି ଦେବା ଜରୁରୀ, ନଚେତ୍ ଭବିଷ୍ୟତରେ ପର୍ଯ୍ୟଟକମାନେ ମଧ୍ୟ ଓଡ଼ିଶା ଆସିବାକୁ ଭୟ କରିବେ।" — ବାରବାଟୀ ବିଧାୟିକା ସୋଫିଆ ଫିର୍ଦୋସ
ଆପଣଙ୍କ ମତ କଣ? ଓଡ଼ିଶାର ବର୍ତ୍ତମାନ ଆଇନ୍ ଶୃଙ୍ଖଳା ସ୍ଥିତି ନେଇ ଆପଣ କେତେ ଚିନ୍ତିତ? କମେଣ୍ଟରେ ନିଜ ମତାମତ ଜଣାନ୍ତୁ। 👇
#Odisha #LawAndOrder #SophiaFirdous #OdishaPolitics #BreakingNews #RCNODIA #ସାଧାରଣ_ଲୋକଙ୍କ_ସ୍ୱର