Public App Logo
Jansamasya
हादसा
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Accident
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Mp
उत्तरप्रदेश
Pmmodi
Rahulgandhi
यूपी
Uttarpradesh
Haryana
Cricket

ପାଲଲହଡା: ଭୁବନେଶ୍ୱର ଠାରେ ସମ୍ମାନୀତ ହେଲେ ପାଲଲହଡ଼ା ବିଧାୟକ

Palalahada, Angul | Nov 29, 2025
ଭୁବନେଶ୍ୱର ସ୍ଥିତ ହୋଟେଲ ମେ ଫେୟାର ଠାରେ ଶନିବାର ସକାଳ ୧୧ ଘଟିକା ସମୟରେ କଳିଙ୍ଗ ଟିଭି ଦ୍ଵାରା ଆୟୋଜିତ " ବିକଶିତ ଭାରତ ବିକଶିତ ଓଡିଶା" କନକ୍ଳବରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଶିଳ୍ପ ଓ ବୈଷୟିକ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ଵାଇଁ ନଗର ଉର୍ଣ୍ଣୟନ ମନ୍ତ୍ରୀ ଡ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଉପସ୍ଥିତିରେ କିଟି ଓ କିସର ପ୍ରତିଷ୍ଠାତା ଡ ଅଚ୍ୟୁତ ସାମନ୍ତଙ୍କ ଦ୍ଵାରା ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତିଙ୍କୁ ସମ୍ମାନିତ କରାଯାଇଥିଲା ।