Public App Logo
Jansamasya
News
पुलिस
Bjp
National
Bihar
बिहार
कांग्रेस
बीजेपी
विधायक
Congress
Modi
Delhi
Viral
Crime
Odisha
Rajasthan
अमित_शाह
दिल्ली
Breakingnews
Madhya_pradesh
Pmmodi
Ipl
Rahulgandhi
Haryana
Cricket
तेजस्वी_यादव
शादी
Crimenews
Kolkata

ପିପିଲି: ଅଲାର ପୁର ଗ୍ରାମର ହରଦୁର୍ଗା ୟୁଥ କ୍ଲବ ପକ୍ଷରୁ ମେଳଣ ପଡିଆରେ ଦୁଇ ଦିନିଆ ୧୫ତମ କୁମାର ଉତ୍ସବ ଉଦଘାଟିତ,ଯୋଗଦେଲେ ସ୍ଥାନୀୟ ବିଧାୟକ

Pipili, Puri | Oct 6, 2025
ଆଜି ରାତି ୮ଟାରେ ପିପିଲି ବ୍ଲକ୍ ଅନ୍ତର୍ଗତ ଅଲାର ପୁର ଗ୍ରାମର ହରଦୁର୍ଗା ୟୁଥକ୍ଲବ ପକ୍ଷରୁ ମେଳଣ ପଡିଆରେ ଦୁଇ ଦିନିଆ ୧୫ତମ କୁମାର ଉତ୍ସବ ଉଦଘାଟିତ ହୋଇଯାଇଛି। ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ସ୍ଥାନୀୟ ବିଧାୟକ ଆଶ୍ରିତ ପଟ୍ଟନାୟକ, ଏକାମ୍ର ବିଧାୟକ ବାବୁ ସିଂହ, ଲୋକ ସଭା ସାଂସଦ ସମ୍ବିତ ପାତ୍ର ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଉଦଘାଟନ କରି ନିଜ ନିଜର ବକ୍ତବ୍ୟ ରଖିଥିଲେ।