Public App Logo
Jansamasya
News
Bjp
National
Police
Bihar
बिहार
कांग्रेस
भाजपा
Congress
Modi
Delhi
Viral
Jharkhand
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Uttarakhand
Sambalpur
Crimenews
Karnataka
Aap
Kota
No video available

କବିସୂର୍ଯ୍ୟନଗର: ବୁରୁଝରୀ ଠାରେ ସାପ କାମୁଡା ଜନିତ ଆନ୍ତର୍ଜ୍ୟତୀୟ ମୃତ୍ୟୁ ନିବାରଣ ଦିବସ ସଚେତନତା ବୈଠକ

Kabisuryanagar, Ganjam | Mar 13, 2024
ବେଗୁନିଆପଡା ବ୍ଲକ୍ ଅନ୍ତର୍ଗତ ବୁରୁଝରି ଗ୍ରାମ ପଞ୍ଚାୟତ କାର୍ଯ୍ୟ।ଳୟ ଠାରେ ସାପ କାମୁଡ଼ା ଜନିତ ଅନ୍ତର୍ଜାତୀୟ ମୃତ୍ୟୁ ନିବାରଣ ଦିବସ ପାଳିତ ହୋଇଯାଇଛି। ବୁରୁଝରି ଗ୍ରାମରେ ସାପ କାମୁଡ଼ା ଜନିତ ମୃତ୍ୟୁ ଅଧିକ ହେଉଥିବା ବେଳେ ସଚେତନତାକୁ ଅଧିକ ଗୁରୁତ୍ବ ଦିଆଯାଇଛି। ଏ ଡି ଏନ୍ (Avoidable Death Network) ପକ୍ଷରୁ ବରିଷ୍ଠ ବୈଜ୍ଞାନିକ ଅମରେନ୍ଦ୍ର ମହାପାତ୍ର ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲଣ୍ଡନ ସ୍ଥିତ ଲିଷ୍ଟାର ବିଶ୍ଵବିଦ୍ୟାଳୟ ର ପ୍ରଫେସର୍ ନିବେଦିତା ରାୟ ବେନେଟ, ଜାପାନ ସ୍ଥିତ କାନ ସାଇ ବିଶ୍ଵବିଦ୍ୟାଳୟ ପ୍ରଫେସର୍ ଡ଼ଃ ହିତ୍ୱିକ ଶିରୋମଣି ଉପସ୍ଥିତ ଥିଲେ ।