Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
Bjp
National
Police
Bihar
कांग्रेस
Congress
Modi
Delhi
Viral
Crime
Bollywood
Breakingnews
गिरफ्तार
Narendramodi
Madhya_pradesh
उत्तरप्रदेश
Nsui
Pmmodi
Rahulgandhi
Uttarpradesh
Haryana
Jdu
Sambalpur
Jabalpur
Crimenews
Sitapur
Firozabad
Breaking
www.kartavylive.com
ଦୀନକୃଷ୍ଣ କଲେଜ ରେ ଛାତ୍ର ଉତ୍ତେଜନା । କଲେଜର ମୁଖ୍ୟ ଫାଟକରେ ତାଲା ପକାଇଲେ BCJD ର ଛାତ୍ରଛାତ୍ରୀ । ଘଟଣା ସ୍ଥଳରେ ପୋଲିସ ଓ ଜଳେଶ୍ଵର ତହସିଲଦାର ଙ୍କ ବୁଝା ସୁଝା।BCJD ପକ୍ଷରୁ VICE-PRESIDENT ନାମାଙ୍କନ ଦାଖଲ କରିଥିବା ପାର୍ଥି ପ୍ରତ୍ୟାହାର କୁ ନେଇ ଉତ୍ତେଜନା। BCJD ପାର୍ଥି ଦେବଶ୍ରୀ ଚାନ୍ଦ ପ୍ରତ୍ୟାହାର କରିଛନ୍ତି । AVBP ଚାପରେ ଦେବଶ୍ରୀ ଚାନ୍ଦ ପ୍ରତ୍ୟାହାର କରିଥିବା ଅଭିଯୋଗ । କଲେଜ କମ୍ପସ ଭିତରକୁ AVBP ର କିଛି ଗୁଣ୍ଡା ଭିତରକୁ ପଶି ଦେବଶ୍ରୀ ଙ୍କୁ ପ୍ରତ୍ୟାହାର କରାଇଥିବା ଅଭିଯୋଗ।
Kamarda, Balasore
| Oct 10, 2026
MORE NEWS
ଏଥର ଭୋଗରାଇ ବ୍ଲକ କୁ ଅକ୍ତିଆର କରି ପାରେ କଂଗ୍ରେସ !କଂଗ୍ରେସ କରିଛି ବଡ଼ ପ୍ଲାନ !
Kamarda, Balasore | Oct 11, 2026
ମୋ ଫୋନ ର ମୁଁ ଯାହା କଲି ତାର କିସ ହେଲା ତମେ ଯାହା ହୁଅ BCJD ହୁଅ କି ABVP ଯାହା ବି ହୁଅ
Kamarda, Balasore | Oct 11, 2026
ଆମେ ନିର୍ବାଚନ ରେ ଠିଆ ହେଉ ହେଉ ଖବର ଆସିଲା ଆମେ ଜିତିଗଲୁ
Kamarda, Balasore | Oct 11, 2026
କଣ ଘଟିଥିଲା ଜଳେଶ୍ୱର DK କଲେଜ ର
Kamarda, Balasore | Oct 11, 2026
ଛାତ୍ର ସଂସଦ ନିର୍ବାଚନ ବିସିଜେଡି ସଭାପତି ହରେକୃଷ୍ଣ ପ୍ରଧାନଙ୍କୁ ଟାଉନ ଥାନା ପୁଲିସ ଉଠାଇବା ବେଳର ଚିତ୍ର ।
Kamarda, Balasore | Oct 10, 2026
ଭୋଟ ପାଇଁ ନିବେଦନ କଲେ ଭୋଗରାଇ R. I. H. S କଲେଜ ର ଉପସଭାପତି ପାର୍ଥୀନୀ ସ୍ନେହାଶ୍ରୀ ପାଣିଗ୍ରାହୀ
Kamarda, Balasore | Oct 10, 2026
ଛାତ୍ର ନିର୍ବାଚନରେ ବାଲେଶ୍ୱର ଭୋଗରାଇ RIHS କଲେଜରେ କଲେଜ ଗେଟ ନିର୍ଧାର୍ଯ୍ୟ ସମୟରେ ବନ୍ଦ କରିବା ଓ ଖୋଲିବ ନେଇ ଛାତ୍ରଛାତ୍ରୀ ଓ ଅଧ୍ୟପକଙ୍କ ଭିତରେ କଥା କଟାକଟି ହୋଇଥିବା ଦେଖିବାକୁ ମିଳିଛି । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ rihs କଲେଜରେ ଆଜି ପ୍ରତ୍ୟେକ ଦଳର ଛାତ୍ରଛାତ୍ରୀ ମାନେ ନାମାଙ୍କନ ଦାଖଲ କରୁଥିବା ବେଳେ ନିୟମ ଅନୁସାରେ ଦିନ ୧ ଟା ବେଳେ କଲେଜର ମୁଖ୍ୟ ଗେଟ କଲେଜ ପକ୍ଷରୁ ବନ୍ଦ କରାଯାଇ ଥିବା ବେଳେ ନାମାଙ୍କନ ରୁମ ବନ୍ଦ ହେଉ କାହିଁକି ମୁଖ୍ୟ ଗେଟ ବନ୍ଦ କରାଯିବ ତାକୁ ନେଇ ଛାତ୍ରଛାତ୍ରୀ ଓ କଲେଜର କର୍ମଚାରୀ ଓ ଅଧ୍ୟାପକଙ୍କ ସହିତ କଥା କଟାକଟି ହେବା ପରେ ଘଟଣାର ବୁଝାସୁଝା ପୋଲିସ କରି କାହାକୁ ଗେଟ ଭିତରକୁ ପଶିବାକୁ ଦେଇ ନଥିଲେ । ଦିନ ୨ ଟା ପରେ ଯାଞ୍ଚ ପାଇଁ ପୁଣି ଗେଟ ଖୋଲାଯାଇଥିବା ସୂଚନା ।
Kamarda, Balasore | Oct 9, 2026
୮ ବର୍ଷ ପରେ ହେବାକୁ ଥିବା କଲେଜ ନିର୍ବାଚନ ପାଇଁ ଆଜି ହେଉଛି ନାମାଙ୍କନ ଦାଖଲ ଦିନ ସେହିପରି ଆଜି ଜଳେଶ୍ୱର ର ଦିନକୃଷ୍ଣ ମହାବିଦ୍ୟାଳୟ ରେ ଆଜି ତିନି ଦଳ ତରଫରୁ ନାମାଙ୍କନ ଦାଖଲ କରିଛନ୍ତି
Kamarda, Balasore | Oct 9, 2026