ଡାବୁଗାଁ: ପେଟ୍ରାଲ ପମ୍ପ ନିକଟରେ ପାଲ ଗଦାରେ ଲାଗିଲା ନିଆଁ, ନିଆକୁ ଆୟତ କଲେ ଅଗ୍ନିଶମ ବିଭାଗ
ଡାବୁଗାଁ ସଦର ମହକୁମା ସ୍ଥିତ ପେଟ୍ରାଲ ପମ୍ପ ନିକଟରେ ଥିବା ପାଲ ଗଦାରେ ହଟାତ ନିଆଁ ଲାଗିଲା। ସ୍ଥାନୀୟ ଲୋକ ମାନେ ନିଆଁ କୁ ଆୟତ କରିବା ପାଇଁ ଚେଷ୍ଟା କଲେ ଏବଂ ଆୟତ କରି ନ ହେବାରୁ ଅଗ୍ନିସମ ବାହିନୀକୁ ଯୋଗାଯୋଗ କରୁଥିଲେ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଗାଡ଼ିରେ ଆସି ନିଆକୁ ଆୟତ କଲେ।