କଳାହାଣ୍ଡି: କଲମପୁରରେ ଆରଏସଏସର ବିଜୟା ଦଶମୀ ଉତ୍ସବ: ଶତାଧିକ ସ୍ଵୟଂସେବକଙ୍କ ପଥ ସଂଚାଳନ
Kalahandi, Kalahandi | Oct 18, 2026
କଲମପୁରରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ପକ୍ଷରୁ ବିଜୟା ଦଶମୀ ଉତ୍ସବ ପାଳିତ। ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରୁ ବାହାରିଲା ବିଶାଳ ପଥ ସଂଚାଳନ, ଶତାଧିକ ସ୍ଵୟଂସେବକ ସାମିଲ।