Public App Logo
Jansamasya
News
Bjp
National
Police
Bihar
India
कांग्रेस
Gujarat
Accident
Congress
Modi
Delhi
Viral
मारपीट
Breakingnews
Narendramodi
Nitishkumar
Madhya_pradesh
Nsui
Madhyapradesh
Pmmodi
Rahulgandhi
Uttarpradesh
Haryana
Cricket
Lucknow
Uttarakhand
Crimenews
Aap
No video available

କୃଷ୍ଣ ପ୍ରସାଦ: କ୍ୟାନ୍ସର କୁ ପ୍ରତିହତ କରିବା ପାଇଁ ଚିଲିକା ହ୍ରଦରେ ନାଲି ପ୍ରଜାତି ର ଶୈବାଳ ଠାବ

Krushna Prasad, Puri | Jun 12, 2025
କ୍ୟାନ୍ସର କୁ ପ୍ରତିହତ କରିବା ପାଇଁ ଚିଲିକା ହ୍ରଦରେ ନାଲି ପ୍ରଜାତି ର ଶୈବାଳ ଠାବ | କ୍ୟାନ୍ସର କୁ ପ୍ରତିହତ କରିବା ପାଇଁ ଚିଲିକା ହ୍ରଦ ରେ ନାଲି ପ୍ରଜାତିର ଶୈବାଳ ଠାବ | ଆଜି 6.29 ରେ ରେଭେନ୍ସା ଓ ଉତ୍କଳ ବିଶ୍ଵବିଦ୍ୟାଳୟ ର ମିଳିତ ଗବେଷଣାରୁ ଏହି ନାଲି ପ୍ରଜାତିର ଶୈବାଳର ଉପକାରିତା ଜଣାପଡିଛି | ଏହାର ଆଉ ଏକ ଗୁଣ ରହିଛି ଚର୍ମ କ୍ୟାନ୍ସର ପ୍ରତିହତ କରିବା | କ୍ୟାମିକାଲ ଠାରୁ ଏହାର ବ୍ୟବହାର ଇକୋ ଫ୍ରେଣ୍ଡଲି ରହିବ | ରେଭେନ୍ସା ଓ ଉତ୍କଳ ବିଶ୍ଵବିଦ୍ୟାଳୟର ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ବିଭାଗ 20ବର୍ଷ ଧରି ଗବେଷଣା କରିଥିଲେ |

MORE NEWS