🌊 ଭଦ୍ରକ ଜିଲ୍ଲାର ବାସୁଦେବପୁରରେ ବନ୍ୟା ପରିସ୍ଥିତି ଗୁରୁତର ହୋଇପଡ଼ିଛି। ବୈତରଣୀ ନଦୀର ବନ୍ୟା ଜଳ ବିଭିନ୍ନ ପଞ୍ଚାୟତରେ ପ୍ରବେଶ କରିବାରୁ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି।
ଏହି ପରିସ୍ଥିତିରେ ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ ଏବଂ ବିଜେପି ନେତା ବାଣୀ କଲ୍ୟାଣ ମହାନ୍ତି ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଛନ୍ତି।
ଅନ୍ୟପକ୍ଷରେ ବ୍ଲକ ପ୍ରଶାସନ, ବିଡିଓ ଓ ତହସିଲଦାର ବିଭିନ୍ନ ସ୍ଥାନ ବୁଲି ଲୋକଙ୍କ ସମସ୍ୟାର ଆକଳନ କରୁଛନ୍ତି ଏବଂ ଶୀଘ୍ର ସମାଧାନ ସହ ଆବଶ୍ୟକ ସହାୟତା ପହଞ୍ଚାଇବା ପାଇଁ ପଦକ୍ଷେପ ନେଉଛନ୍ତି।
👉 ଏହି ଭିଡିଓରେ ଦେଖନ୍ତୁ ବାସୁଦେବପୁରର ବର୍ତ୍ତମାନର ବନ୍ୟା ପରିସ୍ଥିତି, ପ୍ରଶାସନର କାର୍ଯ୍ୟକଳାପ ଏବଂ ଲୋକଙ୍କ ଅବସ୍ଥା।
👍 ଭିଡିଓଟି ଭଲ ଲାଗିଲେ Like, Share କରନ୍ତୁ ଏବଂ ନୂଆ ଖବର ପାଇଁ Subscribe କରନ୍ତୁ।
#Basudevpur #Flood #Baitarani #Bhadrak #OdishaFlood #FloodNews #BreakingNews #OdiaNews #BasudevpurFlood #BaitaraniRiver #OdishaNews #ViralNews