ଗରଦପୁର: ଆସନ୍ତା 8 ତାରିଖ ଓଡ଼ିଶା ବନ୍ଦ ପାଇଁ ପାଟକୁରାରେ କଂଗ୍ରେସର ପ୍ରସ୍ତୁତି ବୈଠକ
Garadpur, Kendrapara | Oct 4, 2026
ପାଟକୁରା ନିର୍ବାଚନ ମଣ୍ଡଳୀର ବନ୍ଧସାହିରେ ଅନୁଷ୍ଠିତ କଂଗ୍ରେସ ପ୍ରସ୍ତୁତି ବୈଠକରେ ନେତା ରତିକାନ୍ତ କାନୁନଗୋ ଯୋଗ ଦେଇଛନ୍ତି। ଆସନ୍ତା ୮ ତାରିଖ ଓଡ଼ିଶା ବନ୍ଦକୁ ପାଟକୁରା ଓ ଗରଦପୁର ଅଞ୍ଚଳରେ ସଫଳ କରିବା ପାଇଁ ବୈଠକରେ ରଣନୀତି ପ୍ରସ୍ତୁତ କରାଯାଇଛି।