Public App Logo
Jansamasya
News
���ुलिस
Bjp
National
Police
Bihar
���िहार
���ीजेपी
Uttar_pradesh
Congress
Modi
Delhi
Viral
Crime
Rajasthan
���मित_शाह
Breakingnews
���हिला
Narendramodi
Madhya_pradesh
Pmmodi
Ipl
Rahulgandhi
Haryana
���ेजस्वी_यादव
Uttarakhand
Crimenews
Kolkata
Aap
No video available

ଝାରସୁଗୁଡା: ସରବାହାଲ ରୋଡ଼ ରେ ପଡ଼ି ରହିଛି ଏକ ମୃତ ଗାଈ । ଏହା ପ୍ରତି କାହାରି ନଜର ନାହିଁ । ଆଜି ଅପରାହ୍ନ ୪ ଟା ସମୟରେ ଝାରସୁଗୁଡ଼ା ସହର ସରବାହାଲ ରୋଡ଼

ସରବାହାଲ ରୋଡ଼ ରେ ପଡ଼ି ରହିଛି ଏକ ମୃତ ଗାଈ । ଏହା ପ୍ରତି କାହାରି ନଜର ନାହିଁ । ଆଜି ଅପରାହ୍ନ ୪ ଟା ସମୟରେ ଝାରସୁଗୁଡ଼ା ସହର ସରବାହାଲ ରୋଡ଼ ସ୍ଥିତ ଜୁଡ଼ିଓ ସୋ ରୁମ୍ ସାମ୍ନାରେ ଏକ ଗାଈ ମରି ପଡ଼ିଥିବା ଦେଖିବାକୁ ମିଳିଛି । ଗାଈ ମରି ପଡ଼ିଛି ହେଲେ ଏହା ପ୍ରତି କାହାରି ଦୃଷ୍ଟି ନାହିଁ । ଯାହାଫଳରେ ଘଣ୍ଟା ଘଣ୍ଟା ଧରି ଏହି ଗାଈ ଟି ଏପରି ଜନଗହଳି ସ୍ଥାନରେ ପଡ଼ିରହିଛି ।
ଝାରସୁଗୁଡା: ସରବାହାଲ ରୋଡ଼ ରେ ପଡ଼ି ରହିଛି ଏକ ମୃତ ଗାଈ । ଏହା ପ୍ରତି କାହାରି ନଜର ନାହିଁ । ଆଜି ଅପରାହ୍ନ ୪ ଟା ସମୟରେ ଝାରସୁଗୁଡ଼ା ସହର ସରବାହାଲ ରୋଡ଼ - Jharsuguda News