ଆଜି ଅର୍ଥାତ ବୁଧବାର ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସାରା ରାଜ୍ୟରେ ପଞ୍ଚୁକ ପାଳନ ହୋଇଛି। ଏହି ଅବସରରେ ବାରିପଦା ଅଧିଷ୍ଠାତ୍ରୀ ଦେବୀ ମା ଅମ୍ବିକାଙ୍କ ମନ୍ଦିରରେ ଆଜି ଭୋର ରୁ ସ୍ଵତନ୍ତ୍ର ରୀତିନୀତି ଅନୁସାରେ ପୁଜା ଅର୍ଚ୍ଚନା କରାଯାଇଛି। ସକାଳ ପ୍ରାୟ ୫ ଟା ରୁ ଦିନ ପ୍ରାୟ ୧୧ଟା ଯାଏଁ ମନ୍ଦିର ରେ ଶହ ଶହ ଭକ୍ତଙ୍କ ଙ୍କ ଭିଡ଼ ଦେଖିବାକୁ ମିଳିଛି।