ନୟାଗଡ଼ ସାରଥୀ ପରିବାର ପକ୍ଷରୁ ପ୍ରଭୁ ସାରଥୀଙ୍କ ଜନ୍ମଦିନ ଅବସରରେ ଗୋସେବା କାର୍ଯ୍ୟକ୍ରମ ଆୟୋଜିତ। ବାବା କପିଳେଶ୍ୱର ଗୋସେବା କେନ୍ଦ୍ରରେ ଗୋମାତାଙ୍କୁ ଖାଦ୍ୟ ଓ ଔଷଧ ବଣ୍ଟନ କଲେ ସଦସ୍ୟ।