ନବରଙ୍ଗପୁର ପୋଲିସ ଷ୍ଟେସନ: ଖାତିଗୁଡା ଜଗନ୍ନାଥ ମନ୍ଦିର ରେ ମହାପ୍ରଭୁଙ୍କ ସୁନା ବେଶ
ନବଦିନାତ୍ମକ ସାରି ରତ୍ନ ବେଦୀକୁ ଆସିଲେ ଚତୁର୍ଦ୍ଧା ମୂର୍ତ୍ତି l ମା ଙ୍କ ଘରେ ନାନାଦି ବେଶରେ ଭକ୍ତ ଙ୍କୁ ଦର୍ଶନ ଦେବା ପରେ ଆଜି ସୁନା ବେଶରେ ସୁ ସଜିତ ହୋଇଛନ୍ତି ଚତୁର୍ଦ୍ଧା ମୂର୍ତ୍ତି l ଏହି ଅବସରରେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ଅନ୍ତର୍ଗତ ଖାତିଗୁଡା ଠାରେ ଭକ୍ତ ଙ୍କ ପ୍ରବଳ ଭିଡ଼ l