ଖରିଆର: ନୂଆପଡ଼ା: ଶତ ପ୍ରତିଶତ ଦିବ୍ୟାଙ୍କ ଶିଶୁ କୌଶଲ୍ୟା ସରକାରୀ ସୁବିଧାରୁ ବଞ୍ଚିତ
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ମଣ୍ଡୋଷିଲ ଗ୍ରାମର କୌଶଲ୍ୟା ରଣା ମାନସିକ ଓ ଶାରୀରିକ ଭାବେ ଶତ ପ୍ରତିଶତ ଦିବ୍ୟାଙ୍କ ହୋଇଥିଲେ ବି ମିଳିଛି ମାତ୍ର ୪୦ ପ୍ରତିଶତ ପ୍ରମାଣପତ୍ର। ବାୟୋମେଟ୍ରିକ୍ ବିଫଳତା ଯୋଗୁଁ ରାସନ ସାମଗ୍ରୀ ଓ ସରକାରୀ ଯୋଜନାରୁ ବଞ୍ଚିତ ଏହି ଶିଶୁ।