କଣିହାଁ: କଣିହାଁ ରେଙ୍ଗାଳିରେ ବିଜେଡିର ସାଂଗଠନିକ ବୈଠକ: ସରକାରଙ୍କ ବିରୋଧରେ ଆନ୍ଦୋଳନ ପାଇଁ ରଣନୀତି
Kaniha, Angul | Oct 23, 2026 କଣିହାଁ ବ୍ଲକ୍ ରେଙ୍ଗାଳି ପଞ୍ଚାୟତରେ ଅନୁଷ୍ଠିତ ହୋଇଛି ବିଜୁ ଜନତା ଦଳର ସାଂଗଠନିକ ବୈଠକ। ଦଳକୁ ମଜବୁତ କରିବା ସହ ବର୍ତ୍ତମାନର ସରକାରଙ୍କ ଦରଦାମ୍ ବୃଦ୍ଧି ଓ ଅପାରଗତାକୁ ନେଇ ଜନସାଧାରଣଙ୍କୁ ସଚେତନ କରିବାକୁ କର୍ମକର୍ତ୍ତାଙ୍କୁ ପରାମର୍ଶ ଦିଆଯାଇଛି। ଏଥିରେ ପୂର୍ବତନ ବିଧାୟକ ମୁକେଶ କୁମାର ପାଳଙ୍କ ସମେତ ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ।