Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ଭଞ୍ଜନଗର: ଗଂଜାମ ଜିଲ୍ଲା ଭଂଜନଗର ଭାଗବତ ଟୁଙ୍ଗି ଠାରେ ମକର ସଙ୍କ୍ରାନ୍ତି ଧୂମଧାମର ସହ ପାଳନ ହୋଇଯାଇଛି ।

Bhanjanagar, Ganjam | Jan 14, 2026
ଗଂଜାମ ଜିଲ୍ଲା ଭଂଜନଗର ଭାଗବତ ଟୁଙ୍ଗି ଠାରେ ମକର ସଙ୍କ୍ରାନ୍ତି ଧୂମଧାମର ସହ ପାଳନ ହୋଇଯାଇଛି । ଏହି ମକରସଂକ୍ରାନ୍ତି ଉଛବରେ ବହୁ ବିଶିଷ୍ଠ ବ୍ୟକ୍ତି ବିଶେଷମାନେ ଭାଗବତ ଟୁଙ୍ଗିରେ ଯୋଗ ଦେଇ ମକର ସଙ୍କ୍ରାନ୍ତି ସାଙ୍ଗକୁ ଭାଗବତ ଟୁଙ୍ଗିର ଉନ୍ନତି କରଣ ଉପରେ ଅ।ଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ମଧ୍ୟ ବହୁ ବରିଷ୍ଠ ନାଗରିକ ମାନେ ଯୋଗ ଦେଇଥିବାର ଖବର ମିଳିଛି ।

MORE NEWS