Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
Rajasthan
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
Crimenews
Cbi
Mathura
���ायल
Fatehpur
Jodhpur
Amitshah
Uppolice

ଝାରସୁଗୁଡା: ଏନଏଚ ୪୯ ମହାସିଙ୍ଗ ଛକ ନିକଟରେ ଏକ ବୋଦାକୁ ବାଇକରେ ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେଲେ ବାଇକ ଆରୋହି

Jharsuguda, Jharsuguda | Nov 24, 2025
ଝାରସୁଗୁଡା ଜିଲ୍ଲା ଏନଏଚ ୪୯ ମହାସିଙ୍ଗ ଛକ ନିକଟରେ ବାଇକରେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେଲେ ଦୁଇଜଣ ବାଇକ ଆରୋହି। ତେବେ ଆଜି ଅପରାହ୍ନ ପ୍ରାୟ ଚାରିଟା ସମୟରେ ଏକ ବାଇକରେ ଗୋଟିଏ ବୋଦା କୁ ନେଇ ଯାଉଥିବା ସମୟରେ ଏନଏଚ ୪୯ ମହାସିଙ୍ଗ ଛକ ନିକଟରେ ଭାରସାମ୍ୟ ହରାଇ ବାଇକ ଆରୋହି ଓ ବୋଦାଟି ତଳେ ପାଡ଼ିଯାଇଥିଲେ। ଜଣେ ବାଇକ ଆରୋହି ସାମାନ୍ୟ ଆହତ ହୋଇଥିବା ବେଳେ ପୁଣି ନିଜେ ନିଜେ ଉଠି ବୋଦାକୁ ବାଇକରେ ବସାଇ ନିଜ ଗନ୍ତବ୍ୟ ସ୍ତଲକୁ ଚାଲିଯାଇଥିଲେ।
ଝାରସୁଗୁଡା: ଏନଏଚ ୪୯ ମହାସିଙ୍ଗ ଛକ ନିକଟରେ ଏକ ବୋଦାକୁ ବାଇକରେ ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେଲେ ବାଇକ ଆରୋହି - Jharsuguda News