ତେଲକୋଇ: କେନ୍ଦୁଝର: ହରିଚନ୍ଦନପୁରର ବାଉଁଶବାହାଳି ଗ୍ରାମରେ ଏଯାଏଁ ପହଞ୍ଚିଲାନି ବିଦ୍ୟୁତ ସେବା
କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ବାଉଁଶବାହାଳି ଗ୍ରାମରେ ୧୨ରୁ ଅଧିକ ପରିବାର ବିଦ୍ୟୁତ ସୁବିଧାରୁ ବଞ୍ଚିତ। ଆଧୁନିକ ଯୁଗରେ ମୌଳିକ ସୁବିଧାରୁ ବଞ୍ଚିତ ଥିବାରୁ ସ୍ଥାନୀୟ ବାସିନ୍ଦା ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ବିଦ୍ୟୁତ ସଂଯୋଗ ପାଇଁ ଦାବି।