ମନ୍ କି ବାତ୍ର 138ତମ ସଂସ୍କରଣ: ଚୌଦ୍ୱାର କଟକରେ ବିଜେପିର ସାମୁହିକ ଶ୍ରବଣ କାର୍ଯ୍ୟକ୍ରମ
ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ର 138ତମ ସଂସ୍କରଣ ଅବସରରେ ଚୌଦ୍ୱାର କଟକ ମହାନଦୀ ବିହାର ଜଗନ୍ନାଥ ମନ୍ଦିର ପରିସରରେ ବିଜେପି ପକ୍ଷରୁ ସାମୁହିକ ଶ୍ରବଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳଙ୍କ ସମେତ ଦଳର ବହୁ ନେତା ଓ କର୍ମୀ ଏଥିରେ ଅଂଶଗ୍ରହଣ କରିଥିଲେ।