କେନ୍ଦ୍ରାପଡା: ଚେମେଲୀ ଓଝାଙ୍କ ସରପଞ୍ଚ ପଦବୀ କାୟମ: ହାଇକୋର୍ଟଙ୍କ ବଡ଼ ରାୟ
ବହୁ ଚର୍ଚ୍ଚିତ ଚେମେଲୀ ଓଝା ମାମଲାରେ ଆସିଲା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ତାଙ୍କ ସରପଞ୍ଚ ପଦବୀ କାୟମ ରହିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ମାନବ ଅଧିକାର କମିଶନର ମଧ୍ୟ ଏହି ଘଟଣାର ତଦନ୍ତ କରିସାରିଛନ୍ତି।