ଦେବଗଡ: ଦେବଗଡ଼: ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲେ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ
ଦେବଗଡ଼ ଜିଲ୍ଲା ସୁଗୁଡ଼ା ଗ୍ରାମରେ ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ୪ ପରିବାରଙ୍କୁ ଭେଟିଛନ୍ତି ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ। କ୍ଷୟକ୍ଷତିର ଆକଳନ କରିବା ସହ ସରକାରୀ ସହାୟତା ଯୋଗାଇ ଦେବା ନେଇ ପ୍ରତିଶ୍ରୁତି ଦେଇଛନ୍ତି।