କୋରାପୁଟ ଫରେଷ୍ଟ ସର୍କଲ ପକ୍ଷରୁ ଜୟପୁର ସ୍ପୋର୍ଟ୍ସ କମ୍ପ୍ଲେକ୍ସଠାରେ କୋରାପୁଟ ଫରେଷ୍ଟ ସର୍କଲ ଫୁଟବଲ ପ୍ରିମିୟର ଲିଗ ଅନୁଷ୍ଠିତ ହୋଇଯାଇଛି। ବନ ବିଭାଗର କର୍ମଚାରୀଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ,ଶାରୀରିକ ସୁସ୍ଥତା ଏବଂ ଭାଇଚାରାର ବାର୍ତ୍ତା ପ୍ରସାର ଉଦ୍ଦେଶ୍ୟରେ ଏହି ଲିଗ୍ର ଆୟୋଜନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ କୋରାପୁଟ ସର୍କଲର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡଃ ଯଜ୍ଞଦତ ପତି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ,
ଏହି ଫୁଟବଲ ପ୍ରିମିୟର ଲିଗ୍ରେ ମାଲକାନଗିରି ଚାମ୍ପିଅନ୍ ହୋଇଥିଲେ