Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana

କବିସୂର୍ଯ୍ୟନଗର: କବିସୂର୍ଯ୍ୟନଗର ପୂର୍ବତନ ବିଧାୟିକାଙ୍କ ବିସ୍ପୋରକ ବୟାନ କୁ ନେଇ ଚର୍ଚ୍ଚା

Kabisuryanagar, Ganjam | Jan 11, 2026
କବିସୂର୍ଯ୍ୟନଗର ପୂର୍ବତନ ବିଧାୟିକା ଲତିକା ପ୍ରଧାନ ଗଣମାଧ୍ୟମକୁ ବୟାନ ରଖିଛନ୍ତି । ବିଜେଡି ଦଳ ଗଞ୍ଜାମ ଜିଲ୍ଲାରେ ଦ୍ରୁବଳ ହେବାରେ ଲାଗିଛି । ଦଳର ସ୍ଥିତି ଓ ଗତ ନିର୍ବାଚନରେ ପରାଜୟ ର କାରଣ ଉପରେ ରଖିଛନ୍ତି ପ୍ରତିକ୍ରିୟା । ତାକୁ ନେଇ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ରେ ଚର୍ଚ୍ଚା ଜୋର ଧରିଛି । ରବିବାର ସନ୍ଧ୍ୟା ସାତ ଘଣ୍ଟ ସମୟରେ ସୂଚନା ମିଳିଛି ।