ନବରଙ୍ଗପୁର ପୋଲିସ ଷ୍ଟେସନ: ଶୂନ୍ୟ ମୃତାହତ ପକ୍ଷ ପାଳନ ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରିଲା ସଚେତନତା ଶୋଭାଯାତ୍ରା
ଶୂନ୍ୟ ମୃତାହତ ପକ୍ଷ ପାଳନ ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରିଲା ସଚେତନତା ଶୋଭାଯାତ୍ରା ଜୀବନ ଅମୂଲ୍ୟ ସୁରକ୍ଷା ପ୍ରଥମ… ଶୂନ୍ୟ ମୃତାହତ ପକ୍ଷ ପାଳନ ଅବସରରେ ଆଜି ଏକ ବିରାଟ ସଚେତନତା ରେଲି ମାଧ୍ୟମରେ ସଡକ ସୁରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ମହେଶ୍ୱର ସ୍ୱାଇଁ ଅତିଥି ରୂପେ ଯୋଗଦେଇଥିଲେ, ଶୋଭାଯାତ୍ରା ଟି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ମିଶନ ଶକ୍ତି ସଭା ଗୃହ ପର୍ଯ୍ୟନ୍ତ ହେଇଥିଲା