ବରଗଡ ଜିଲ୍ଲା ପଦ୍ମପୁର ସହର ଜେନିଥ ଲାୟନ୍ସ ଗୁରୁକୂଳ ର ବାର୍ଷିକ ଉତ୍ସଵ ଅଶୋକ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି। ଆଜି ଦ୍ୱିତୀୟ ଦିବସରେ ସନ୍ଧ୍ୟା ୮ଟା ସମୟରେ ମୂଖ୍ୟ ଅତିଥି ଭାବରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମୁକେଶ ମହାଳିଙ୍ଗ ଓ ସମ୍ମାନିତ ଅତିଥି ଭାବରେ ବରଗଡ ସାଂସଦ ପ୍ରଦୀପ ପୁରୋହିତ ଯୋଗଦେଇଥିଲେ। ବରଗଡ ସାଂସଦ ପ୍ରଦୀପ ପୁରୋହିତ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଳିଙ୍ଗ ନିଜ ନିଜ ଅଭିଭାଷଣ ରଖିଥିଲେ