ସୋରଡା: ସୋରଡ଼ା NAC ୨ ନମ୍ବର ୱାର୍ଡରେ ବନ୍ୟା କ୍ଷୟକ୍ଷତି ଅନୁଧ୍ୟାନ କଲେ ବିଧାୟକ
Surada, Ganjam | Nov 9, 2026 ବାତ୍ୟା ଅର୍ଣ୍ଣବ ପ୍ରଭାବରେ ସୋରଡ଼ା NACର ୨ ନମ୍ବର ୱାର୍ଡରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ପ୍ରଭାବିତ ଅଞ୍ଚଳ ଗସ୍ତ କରି ସ୍ଥିତି ପାରଖ କଲେ ବିଧାୟକ, ପୀଡ଼ିତ ପରିବାରଙ୍କୁ ସହାୟତାର ଭରସା।