ବିନା ଅନୁମତିରେ ସିଧା ଘର ଭିତରକୁ ପଶିଲେ ଜୋମାଟୋ ଡେଲିଭରି ବୟ, ମହିଳାଙ୍କ ସୁରକ୍ଷା ଉପରେ ଉଠିଲା ବଡ଼ ପ୍ରଶ୍ନ ..!
ବେଙ୍ଗାଲୁରୁରେ ଖାଦ୍ୟ ଦେବାକୁ ଆସିଥିବା ଜଣେ ଜୋମାଟୋ ଡେଲିଭରି ବୟ ଦ୍ୱାର ମୁହଁରେ ଅପେକ୍ଷା କରିବା ବଦଳରେ ସିଧାସଳଖ ଗ୍ରାହକଙ୍କ ଘର ଭିତରକୁ ପ୍ରବେଶ କରିବା ଏବଂ ଅଯଥା ପ୍ରଶ୍ନ ପଚାରିବା ଏକ ବଡ଼ ବିବାଦ ସୃଷ୍ଟି କରିଛି। ଘରେ ପରିବାର ଲୋକ ଉପସ୍ଥିତ ଥିବାରୁ ସ୍ଥିତି ନିୟନ୍ତ୍ରଣରେ ରହିଥିଲା, କିନ୍ତୁ ଏହି ଘଟଣା ଏକାକୀ ରହୁଥିବା ମହିଳା ଓ ଝିଅମାନଙ୍କ ସୁରକ୍ଷା ବ୍ୟବସ୍ଥା ତଥା କମ୍ପାନୀର ନିୟମାବଳୀ ପ୍ରତି ଏକ ଗମ୍ଭୀର ଚେତାବନୀ ଦେଇଛି।
#Zomato #WomensSafety #Bengaluru #ZomatoDelivery #CustomerSafety #SafetyFirst #DeliveryRules
#Viralreels
@followers