Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
Gujarat
भाजपा
Congress
Modi
Delhi
Viral
मारपीट
Jharkhand
Up
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
Uttarpradesh
Haryana
मंत्री

ଦେବଗଡ: ଜାମ୍ବୁନାଳୀ ଗ୍ରାମରୁ ‘ପରିଚୟ’ ଅନୁଷ୍ଠାନ ଦ୍ୱାରା ଅଚିହ୍ନା ମାନସିକ ବିକୃତ ବ୍ୟକ୍ତି ଉଦ୍ଧାର

ତିଲେଇବଣି ବ୍ଲକ ଦୁଧିଆନାଳୀ ଗ୍ରାମ ପଂଚାୟତ ଅନ୍ତର୍ଗତ ଜାମ୍ବୁନାଳୀ ଗ୍ରାମରେ ଏକ ଭଙ୍ଗା କୁଡିଆରେ ରହୁଥିବା ଜଣେ ଅଚିହ୍ନା ମାନସିକ ବିକୃତ ବ୍ୟକ୍ତିଙ୍କୁ ଆଜି ଦିନ ପ୍ରାୟ ୪ ଟାରେ ସମ୍ବଲପୁର ‘ପରିଚୟ’ ଅନୁଷ୍ଠାନ ଦ୍ୱାରା ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ତାଙ୍କୁ ପୁରୀ ଜିଲାର କଣାସ ସ୍ଥିତ ‘ନୀଳାଚଳ ସେବା ପ୍ରତିଷ୍ଠାନ’କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ମାନସିକ ବିକୃତ ବ୍ୟକ୍ତି ଜଣକ ଦୀର୍ଘଦିନ ହେଲା ଦୁଧିଆନାଳୀ ଗ୍ରାମପଂଚାୟତ ସରପଂଚଙ୍କ ଗ୍ରାମ ଜାମ୍ବୁନାଳୀ ଗ୍ରାମରେ ଏକ ଭଙ୍ଗା କୁଡିଆରେ ଅସହାୟ ଓ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହୁଥିଲେ ।

MORE NEWS