#ରେଙ୍ଗାଲି_କେନାଲ_ପ୍ରକଳ୍ପ_କାର୍ଯ୍ୟକୁ_ବିରୋଧ
କରି ତେଜିଲା ଜନ ଅସନ୍ତୋଷଏହି ପ୍ରକଳ୍ପ ପାଇଁ ଜମି ହରାଇଥିବା ନଡ଼ିଆଭଙ୍ଗା ପଞ୍ଚାୟତ ଅନ୍ତର୍ଗତ ଦକ୍ଷିଣପଶି ପଡାଗ୍ରାମର ଶତାଧିକ ଆଦିବାସୀ ପରିବାର ସେମାନଙ୍କ ଜମି ମୂଲ୍ୟ ପାଇବାରୁ ବଞ୍ଚିତ ହୋଇଛନ୍ତି! #Odisha
#Jajpur #Rengalikenal #BreakingNews #Rengaliproject
#OdishaSangram
Jagatsinghapur, Jagatsinghpur | Jun 9, 2026