#କୋଟିଆ_ପାଇଁ_ଏକାକୀ_ଲଢ଼ିବ_ବିଜେଡି_ପ୍ରିତମ_ପାଢ଼ୀଙ୍କ_ବଡ଼_ବୟାନ**
📍 କୋଟିଆ ପ୍ରସଙ୍ଗକୁ ନେଇ ରାଜନୀତି ସରଗରମ। ଯଦି କୌଣସି ଦଳ ଆଗକୁ ନ ଆସନ୍ତି, ତେବେ ବିଜେଡି ଏକାକୀ ଲଢ଼ିବ ବୋଲି କହିଛନ୍ତି ପଟ୍ଟାଙ୍ଗିର ପୂର୍ବତନ ବିଧାୟକ ପ୍ରିତମ ପାଢ଼ୀ।
କୋଟିଆର ସୁରକ୍ଷା ଓ ଆଗାମୀ ରାଜନୈତିକ ପଦକ୍ଷେପକୁ ନେଇ ତାଙ୍କର ଏହି ବୟାନ ଏବେ ଚର୍ଚ୍ଚାରେ। ଅନ୍ୟ ରାଜନୈତିକ ଦଳଗୁଡ଼ିକର ଆଭିମୁଖ୍ୟ କ’ଣ ରହିବ, ତାହା ଉପରେ ନଜର।
📢 **ଆପଣଙ୍କ ମତ କ’ଣ?** କୋଟିଆ ପାଇଁ ସବୁ ଦଳ ଏକାଠି ହେବା ଉଚିତ କି?
📲 ଏଭଳି ସ୍ଥାନୀୟ ଖବର ପାଇଁ ଆମ ପେଜ୍କୁ Follow କରନ୍ତୁ।
#Koraput #Kotia #PritamPadhy #BJD #OdishaNews #News11Odia