Public App Logo
Jansamasya
News
पुलिस
Bjp
National
Police
Bihar
बिहार
कांग्रेस
मौत
बीजेपी
विधायक
Congress
Modi
Delhi
Viral
Odisha
Rajasthan
अमित_शाह
दिल्ली
Breakingnews
Narendramodi
Madhya_pradesh
Pmmodi
Ipl
Rahulgandhi
Haryana
Uttarpradesh
Cricket
शादी

ତଲସରା: ଲଗାଣ ବର୍ଷା ରେ ରାସିପତରା ଗ୍ରାମ ରେ ଘରେ ପଶିଲା ବର୍ଷା ଜଳ, ଗ୍ରାମବାସୀ ହୀନସ୍ତା

Talasara, Sundargarh | Jul 6, 2025
ସୁନ୍ଦରଗଡ଼ ଜିଲ୍ଲାର ତଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସବଡେଗା ବ୍ଳକର ରାଶିପତରା ଗ୍ରାମ ରେ ବର୍ଷା ଜଳ ଘର ଭିତରେ ପଶିଗଲା।ଯାହା ଫଳରେ ସ୍ଥାନୀୟ ଗ୍ରାମବାସୀ ନାହଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଛନ୍ତି। ଏହି ବିଷୟରେ ବ୍ଳକ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଗ୍ରାମବାସୀ ମାନେ ଦାବି କରିଛନ୍ତିି।