ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ପରିବା ବିକ୍ରେତାଙ୍କ ମୃତ୍ୟୁ, ସ୍ତ୍ରୀ ଆହତ
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଏସ୍କେସିଜି କଲେଜ ହଷ୍ଟେଲ ନିକଟରେ ଅଟୋ ଓ ମୋପେଡ଼ ମଧ୍ୟରେ ମୁହାଁମୁହିଁ ଧକ୍କା। କେରାଣ୍ଡି ଗ୍ରାମର ୫୬ ବର୍ଷୀୟ ପରିବା ବିକ୍ରେତା ପିତାମ୍ବର ପାଣ୍ଡିଙ୍କ ମୃତ୍ୟୁ। ଆହତ ପତ୍ନୀ ଚିକିତ୍ସିତ।