Public App Logo
Jansamasya
News
पुलिस
Bjp
National
Bihar
India
चुनाव
बीजेपी
भाजपा
Congress
Modi
Delhi
Viral
Up
Bollywood
Breakingnews
महिला
Narendramodi
Nitishkumar
Madhya_pradesh
Mp
Madhyapradesh
Ahmedabad
Pmmodi
Rahulgandhi
यूपी
कानपुर
Uttarpradesh
Haryana

ତାଳଚେର ସଦର: ତାଳଚେର ଠାରେ ସାଂସଦ ଖେଳକୁଦ ମହୋତ୍ସବ ଆୟୋଜନ ନେଇ ପ୍ରସ୍ତୁତି ବୈଠକ

Talcher Sadar, Angul | Nov 12, 2025
ତାଳଚେର ବ୍ଲକ କାର୍ଯ୍ୟାଳୟରେ ଢ଼େଙ୍କାନାଳ ଲୋକସଭା କ୍ଷେତ୍ରର ସମସ୍ତ ବ୍ଲକ ରେ "ସାଂସଦ ଖେଳକୁଦ ମହୋତ୍ସବରେ ଖୋକୋ, କବାଡି ସହିତ ୨୦୦ ଓ ୧୦୦ ମିଟର ଦୌଡ ଓ ଜାଭଲିନ ଥ୍ରୋ ଭଳି ପ୍ରତିଯୋଗିତାକୁ କେମିତି ସୁଚାରୁ ରୂପେ ଆୟୋଜନ କରାଯିବ ସେଥିପାଇଁ ପାଇଁ ବ୍ଲକ ପ୍ରଶାସନ ଓ ଜିଲ୍ଲା ଖେଳ ବିଭାଗ ସହିତ ବୁଧବାର ସକାଳ ୧୧ ଘଟିକା ସମୟରେ ଏକ ମିଳିତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ତାଳଚେର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ ।