Public App Logo
Jansamasya
News
Bjp
National
Police
Bihar
India
कांग्रेस
Gujarat
Accident
Congress
Modi
Delhi
Viral
मारपीट
Jharkhand
Breakingnews
Narendramodi
Nitishkumar
Madhya_pradesh
Nsui
Madhyapradesh
Pmmodi
Rahulgandhi
Uttarpradesh
Haryana
Cricket
Lucknow
Uttarakhand
Crimenews
No video available

ଛେଣ୍ଡିପଦା: ଗୋପୀନାଥପୁର ଗ୍ରାମରେ ମେଲେରିଆରେ ଆକ୍ରାନ୍ତରେ ୧୩ ବର୍ଷର ନାବାଳିକାଙ୍କ ମୃତ୍ୟୁ ଅଭିଯୋଗ

Chhendipada, Angul | Aug 1, 2025
ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକରେ ବଢୁଛି ମେଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା l ମେଲେରିଆ ଆକ୍ରାନ୍ତରେ ଜଣେ ୧୩ ବର୍ଷର ନାବାଳିକାଙ୍କର ମୃତ୍ୟୁ ହୋଇଛି l ମୃତକ ଜଣଙ୍କ ହେଲେ ଗୋପୀନାଥପୁର ଗ୍ରାମର ଧନେଶ୍ୱର ନାୟକଙ୍କ ୧୩ ବର୍ଷର ଝିଅ ଗୀତାଞ୍ଜଳି ନାୟକ l