ରାୟଗଡା: ଗୁଡ଼ାରୀ-ଭୁବନେଶ୍ୱର ବସ୍ ସେବା: ସାଇକେଲରେ ଯାତ୍ରା ବେଳେ ଅସୁସ୍ଥ ହେଲେ ବ୍ୟକ୍ତି
ଗୁଡ଼ାରୀରୁ ଭୁବନେଶ୍ୱର ବସ୍ ଚଳାଚଳ ଦାବିରେ ସାଇକେଲରେ ଯାତ୍ରା କରୁଥିବା ପ୍ରମୋଦ ପତି ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି। ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ ମେଡିକାଲରେ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ବସ୍ ଚଳାଚଳ ପାଇଁ ଆଶ୍ୱାସନା ଦେଇଛନ୍ତି।