ଜୟପୁରାକାଟେଣି ପଂଚାୟତରେ ବିଭିନ୍ନ କାମରେ ଦୁର୍ନୀତି ଅଭିଯୋଗ ଆଣିଲେ ରବିବାର ୩ଟାରେ ଲୋକମାନେ ।ଗାଁର ଉର୍ଣ୍ଣତି ପାଇଁ ସରକାର କେତେକଣ ଯୋଜନା କରୁଥିବା ବେଳେ ଢେଙ୍କାନାଳ ଜିଲା ଜୟପୁରାକାଟେଣି ପଂଚାୟତରେ ହୋଇଥିବା ବିଭିନ୍ନ କାମ ଦୁର୍ନୀତି ହୋଇଥିବା ରବିବାର ଅଭିଯୋଗ କରିଛନ୍ତି ଗ୍ରାମବାସୀ ।ଏନେଇ ପଂଚାୟତ ପ୍ରତିନିଧି କିମ୍ବା ପ୍ରଶାସନର ପ୍ରତିକ୍ରିୟା ମିଳିପାରି ନାହିଁ ।