ମାର୍ଶାଘାଇ: କେନ୍ଦ୍ରାପଡ଼ା: ସେବା ସଂକଳ୍ପ ଅଭିଯାନ-2026 ପଥ ପ୍ରାନ୍ତ ନାଟକ ଅନୁଷ୍ଠିତ
କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତର କଷଟିବାଲି ଗ୍ରାମରେ ସେବା ସଂକଳ୍ପ ଅଭିଯାନ-2026 ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ 'ମୋ ସେବା ଗାଥା' ଶୀର୍ଷକରେ ଏକ ପଥ ପ୍ରାନ୍ତ ନାଟକ ପରିବେଷଣ କରାଯାଇଛି।