ଭଦ୍ରକ ଜିଲ୍ଲା ଚାନ୍ଦବାଲି ରେ ପ୍ରଫେଟ ମହମ୍ମଦ ଙ୍କ ଜନ୍ମ ଦିନ ପାଳିତ, ସମଗ୍ର ବିଶ୍ୱରେ ମହମ୍ମଦ ତଥା ହଜରତ ମହମ୍ମଦ ଙ୍କ ୧୫୦୦ ତମ ଜନ୍ମ ଉତ୍ସବ ବା ଇଦ ମିଲାଦୁନ ନବି ପାଳିତ ହୋଇଯାଇଛି।ଏହି ଅବସରରେ ଚାନ୍ଦବାଲି ଠାରେ ମସଜିଦ ସମ୍ମୁଖରେ ଏକ ସୁଉଚ୍ଚ ତୋରଣ ସାଂଗକୁ ସମଗ୍ର ଅଞ୍ଚଳ ସାଜ ସଜ୍ଜା କରାଯାଇଥିଲା। ସଂଧ୍ୟା ରେ ମିଲାଦ ବା ପୂଜାର୍ଚ୍ଚନା ପରେ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା। ଆଜି ଦିନ ୪ ଘଟିକା ସମୟରେ ଦେଖିବାକୁ ମିଳିଛି ଦୃଶ୍ୟ।