କଳାହାଣ୍ଡି: ଜୟପାଟଣା ରାଜ ପରିବାରର ଆରାଧ୍ୟା ଦେବୀ ଡୋକରୀଙ୍କ ଦର୍ଶନ କଲେ ରାଜ ପରିବାରର ସଦସ୍ୟା
Kalahandi, Kalahandi | Oct 18, 2026
ଜୟପାଟଣା ରାଜ ପରିବାରର ଆରାଧ୍ୟା ତାଲଗୁଡ ଅଧିଷ୍ଠାତ୍ରୀ ଦେବୀ ଡୋକରୀଙ୍କୁ ଦର୍ଶନ କଲେ ରାଜ ପରିବାରର ସଦସ୍ୟା। ଦର୍ଶନ ପରେ ନିଜର ମତ ଓ ପ୍ରତିକ୍ରିୟା ରଖିଲେ ରାଜ ପରିବାରର ସଦସ୍ୟା।