ଢେଙ୍କାନାଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ଢେଙ୍କାନାଳ ବସଷ୍ଟାଣ୍ଡ ନିକଟ ଗାନ୍ଧୀପାର୍କଠାରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀ ତଳେ କଂଗ୍ରେସର ଧାରଣା ପଦର୍ଶନ ହୋଇଛି । ଜିଲ୍ଲା ସଭାପତି ଛବିରାଜ ବିଶ୍ୱାଳଙ୍କ ନେତୃତ୍ୱରେ ଜିଲ୍ଲାସ୍ତରୀୟ ନେତୃବୃନ୍ଦଙ୍କ ଉପସ୍ଥିତିରେ ଏହି ଧାରଣାର ବିକ୍ଷୋଭରେ କଂଗ୍ରେସର ଜିଲ୍ଲା କର୍ମକର୍ତ୍ତାମାନେ ସାମିଲ ହୋଇଥିଲେ।ବର୍ତ୍ତମାନ ସରକାର ମହାତ୍ମାଗାନ୍ଧୀ ନିଶ୍ଚିନ୍ତ କର୍ମନିଯୁକ୍ତି ଯୋଜନାର ନାମ କରଣକୁ ବଦଳେଇବା, ଯୋଜନାର ରୁପରେଖକୁ ବିକୃତ କରିବା ବିରୋଧରେ ଏହି ଧାରଣା ଦେବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ଦିନ ୧ଟାରେ ପହଞ୍ଚି ଦାବିପତ୍ର ପ୍ରଦାନ କ