Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
���ादी
Crimenews
Nda
School
Cbi

ଯଶିପୁର: କରଞ୍ଜିଆ ବନଖଣ୍ଡ ରେ ଥମୁନି ହାତୀ ଆତଙ୍କ । ପୃଥକ ପୃଥକ ସ୍ଥାନରେ ଅଛନ୍ତି ୫୬ ଟି ହାତୀ

Jashipur, Mayurbhanj | Dec 4, 2025
ଗତକାଲି ବିଳମ୍ବିତ ରାତ୍ରରେ ଦୁଧିଆଣି ରେଞ୍ଚ ଅଞ୍ଚଳରୁ ଶୁକୃଲି ବ୍ଲକକୁ ଆସିଛନ୍ତି ୨୮ ଟି ହାତୀ । ଶୁକୃଲି ବ୍ଲକ ଅନ୍ତର୍ଗତ ମନହୋରପୁର ଗାଁ ନିକଟରେ ୨୮ ହାତୀ ଅଛନ୍ତି । ହାତୀପଲ ଥିବା ଅଞ୍ଚଳର ଆଖପାଖ ଗାଁ ଗୁଡିକ ରେ ଜଙ୍ଗଲ କୁ ନଯିବାକୁ ବନ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି