ବିଷମକଟକ: ରାୟଗଡ଼ା ପୁଲିସର ଦୈନିକ ମର୍ଣ୍ଣିଂ ବ୍ରିଫିଂ ଓ ପରେଡ୍
ରାୟଗଡ଼ା ପୁଲିସ ପକ୍ଷରୁ ପ୍ରତିଦିନ କରାଯାଉଛି ମର୍ଣ୍ଣିଂ ବ୍ରିଫିଂ ଓ ପରେଡ୍। ପୁଲିସ ବାହିନୀ ମଧ୍ୟରେ ଶୃଙ୍ଖଳା ଓ ସମନ୍ୱୟ ବଜାୟ ରଖିବା ସହ ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ କର୍ମଚାରୀଙ୍କୁ ପ୍ରସ୍ତୁତ ରଖିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ।