Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
Maharashtra
Bjp
National
Police
Bihar
India
रेलवे
Coronavirus
कांग्रेस
बीजेपी
Congress
Modi
Delhi
Viral
Dm
Rajasthan
मध्यप्रदेश
Bollywood
Patna
Breakingnews
Madhya_pradesh
उत्तरप्रदेश
Pmmodi
Rahulgandhi
Uttarpradesh
Haryana
Uttarakhand
जिलाधिकारी
subhrakantar_1
1
ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ବିଜେଡି ରାଜନୀତି ଙ୍କୁ ନେଇ ପ୍ରତିକ୍ରିୟା ରଖିଲେ ସମ୍ବାଦିକ ଶ୍ୟାମସୁନ୍ଦର ମହାପାତ୍ର
Bhadrak Rural, Bhadrak
| Dec 3, 2025
MORE NEWS
🚨 ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ! ବୀଚ ରାସ୍ତାରେ ଯୁବତୀଙ୍କୁ ଦୁଷ୍କର୍ମ କରିବାର ଧମକ ଦେଇଥିବା ଅଭିଯୋଗ। ପୀଡିତା ସହିଦ ନଗର ଥାନାରେ ଏତଲା ଦେଇଛନ୍ତି। ଘଟଣାର ସତ୍ୟାସତ୍ୟ ନେଇ ପୋଲିସ ତଦନ୍ତ ଚାଲିଛି। ଏଭଳି ଘଟଣା ଉପରେ ଆପଣଙ୍କ ମତ କଣ? କମେଣ୍ଟରେ ଜଣାନ୍ତୁ। 👇 #Bhubaneswar #BreakingNews #OdishaNews #CrimeNews #RCNODIA #Odisha #SahidNagar #LatestNews #ViralNews
Bhadrak Rural, Bhadrak | Jul 20, 2026
ଭୁବନେଶ୍ୱର ଲୋୟର ପି.ଏମ୍.ଜି ରେ ଯୁବ , ଛାତ୍ର ଛାତ୍ରୀଙ୍କ ଆନ୍ଦୋଳନ । ବିଶିଷ୍ଟ ବ୍ୟିଜ୍ଞାନିକ ସୋନମ୍ ୱାଂଚୁକ ଙ୍କୁ ସମର୍ଥନରେ ସାରା ଭାରତରେ ଆନ୍ଦୋଳନ ଚାଲିଥିବା ବେଳେ ଓଡ଼ିଶା ଛାତ୍ର ଛାତ୍ରୀ ମଧ୍ୟ ତାଙ୍କ କ୍ଷୋଭ ପ୍ରକାଶ କରିଛନ୍ତି ଏବଂ ଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବିରେ ଆନ୍ଦୋଳନ ରେ ବସିଛନ୍ତି । #StqMedia #NewsUpdate #Lower_PMG #Bhubaneswar #viralpost #JantarMantar
Bhadrak Rural, Bhadrak | Jul 20, 2026
ଭଦ୍ରକ: ସରକାରୀ କାମକୁ ଯିଏ ଅଟକାଇବ ସିଏ ଥାନାକୁ ଯିବ, ଭଦ୍ରକ ତହସିଲଦାର ଓ ଜାଗା ମାଲିକ ମୁହାଁମୁହିଁ। ସାବରଙ୍ଗ ଠାରୁ ଚରମ୍ପା ନୂତନ ରାସ୍ତା ନିର୍ମାଣ ରେ ବିବାଦ । ନିଜସ୍ୱ ଜାଗାରେ ସରକାରୀ ରାସ୍ତା ନିର୍ମାଣକୁ ବିରୋଧ କଲେ ରାଧାକାନ୍ତ ରାଉତ। କୋର୍ଟ ରେ ରହିଛି ମାମଲା। #citykhabarbhadrak
Bhadrak Rural, Bhadrak | Jul 20, 2026
#ଆନ୍ଦୋଳନକାରୀ_ଙ୍କୁ_ଲାଠିଚାର୍ଜ_କଲେ #କକ୍ରୋଚ_ଜନତା_ପାର୍ଟିର_ପକ୍ଷରୁ_ଆଜି_ପାର୍ଲାମେଣ୍ଟ_ପର୍ଯ୍ୟନ୍ତ_ପଦଯାତ୍ରା। ଏଥିପାଇଁ ଜନ୍ତରମନ୍ତରରେ ଏକାଠି ହୋଇଛନ୍ତି ହଜାର ହଜାର ଲୋକ #SSNews #Odisha #IndianPolitics #cjp #JantarMantar #PoliticalRally #parliament #BJPGovernment #viralpost #delhi #BreakingNews
Bhadrak Rural, Bhadrak | Jul 20, 2026
ଭଦ୍ରକ: ସୋନମ ୱାଙ୍ଗଚୁକଙ୍କ ସମର୍ଥନରେ NYCS ଭଦ୍ରକ ଟିମ୍ ପକ୍ଷରୁ ଆସନ୍ତାକାଲି ଏକଦିନିଆ ପ୍ରତୀକାତ୍ମକ ଅନଶନ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମରେ ସଦସ୍ୟ ଓ ସମର୍ଥକମାନଙ୍କୁ ଯୋଗଦେବା ପାଇଁ ଆହ୍ୱାନ କରାଯାଇଛି। #SonamWangchuk #NYCS #NYCSBhadrak #Bhadrak #Odisha #OneDayHungerStrike #PeacefulProtest #YouthVoice #PublicAwareness #NewsUpdate #viralpost
Bhadrak Rural, Bhadrak | Jul 19, 2026
ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ବିଜେଡି ରାଜନୀତି ଙ୍କୁ ନେଇ ପ୍ରତିକ୍ରିୟା ରଖିଲେ ସମ୍ବାଦିକ ଶ୍ୟାମସୁନ୍ଦର ମହାପାତ୍ର - Bhadrak Rural News