କେନ୍ଦୁଝରରେ ନିର୍ମାଣ ହେବ ବୈଷୟିକ ଓ ବାଣିଜ୍ୟିକ ପ୍ରତିଷ୍ଠାନ: ମୁଖ୍ୟମନ୍ତ୍ରୀ କଲେ ଭିତ୍ତିପ୍ରସ୍ତର
Kendujhar, Kendujhar | Nov 7, 2026
କେନ୍ଦୁଝର ଜିଲ୍ଲାରେ ଯୁବପିଢ଼ିଙ୍କ ଦକ୍ଷତା ବିକାଶ ଓ ନିଯୁକ୍ତି ସୁଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବୈଷୟିକ ଓ ବାଣିଜ୍ୟିକ ପ୍ରତିଷ୍ଠାନର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।