Public App Logo
Jansamasya
News
Bjp
National
Police
Bihar
कांग्रेस
मौत
विधायक
Congress
Modi
Delhi
Viral
Odisha
Rajasthan
अमित_शाह
दिल्ली
Breakingnews
Narendramodi
Madhya_pradesh
Pmmodi
Ipl
Rahulgandhi
Haryana
Uttarpradesh
Cricket
शादी
Crimenews
Kolkata
Aap

ପୋଲସରା: କାର୍ତ୍ତିକ ପୂର୍ଣ୍ଣିମାରେ ଚିରିକିପଡା ଶାସନ ଗ୍ରାମ ନିକଟ ବାବା ତୁମ୍ବେଶ୍ବରଙ୍କ ପୀଠରେ ଶ୍ରଦ୍ଧାଳୁ ଙ୍କ ଭିଡ଼

Polasara, Ganjam | Nov 5, 2025
ଧର୍ମର ମାସ କାର୍ତ୍ତିକ ର ଆଜି ହେଉଛି ଶେଷ ଦିନ ଅର୍ଥାତ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା l ତେଣୁ ବହୁ ଶୈବ ପୀଠରେ ଶ୍ରଦ୍ଧାଳୁ ଙ୍କ ଭିଡ଼ ଦେଖିବାକୁ ମିଳିଥିବା ବେଳେ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ଚିରିକିପଡା ଶାସନ ଗ୍ରାମ ନିକଟ ବାବା ତୁମ୍ବେଶ୍ବରଙ୍କ ପୀଠରେ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ସମାଗମ ଦେଖିବାକୁ ମିଳିଛି ।
ପୋଲସରା: କାର୍ତ୍ତିକ ପୂର୍ଣ୍ଣିମାରେ ଚିରିକିପଡା ଶାସନ ଗ୍ରାମ ନିକଟ ବାବା ତୁମ୍ବେଶ୍ବରଙ୍କ ପୀଠରେ ଶ୍ରଦ୍ଧାଳୁ ଙ୍କ ଭିଡ଼ - Polasara News