ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ଫରେଷ୍ଟ ଗେଟ ନିକଟରୁ 8 କିଲୋ 200 ଗ୍ରାମ ଗଞ୍ଜେଇ ଜବତ, ମହିଳା ଗିରଫ
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଫରେଷ୍ଟ ଗେଟ ନିକଟରେ ଅବକାରୀ ବିଭାଗର ଚଢ଼ଉ। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଞ୍ଚଳର ଜଣେ ମହିଳାଙ୍କୁ 8 କିଲୋ 200 ଗ୍ରାମ ଗଞ୍ଜେଇ ସହ କାବୁ କଲେ ଅବକାରୀ ଅଧିକାରୀ। ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ଦଶ ହଜାର ଟଙ୍କା।