Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
भाजपा
Accident
Congress
Modi
Delhi
Viral
Jharkhand
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
Uttarpradesh
Haryana
Cricket
Uttarakhand
सम्मान
Crimenews

ରାୟଗଡା: ନାରାୟଣପୁର ଗ୍ରାମରେ ବିଷାକ୍ତ ସର୍ପ ଦଂଶନରେ ଛାତ୍ରଙ୍କ ମୃତ୍ୟୁ

Rayagada, Rayagada | Sep 4, 2025
ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତ ନାରାୟଣପୁର ଗ୍ରାମର ଦେବେନ୍ଦ୍ର କୌଶଲ୍ୟା ଙ୍କ ଦ୍ୱିତୀୟ ପୁତ୍ର ଦୁଷ୍ମନ୍ତ କୌଶଲ୍ୟା ଙ୍କ ମୃତ୍ୟୁ ଖବର କୁ ନେଇ ଗ୍ରାମରେ ଶୋକର ଛାୟା ଖେଳିଯାଇଛି | ସୂଚନା ମୁତାବକ ଗତ କାଲି ରାତିରେ ଖାଇସାରି ନିଜ ଘରେ ଶୋଇଥିବା ବେଳେ ହଠାତ ବିଷଧର ସର୍ପ ଟି ଦୁଷ୍ମନ୍ତକୁ ଧ୍ୱଂସନ କରିବା ଫଳରେ ଚମକି ଉଠି ଘର ଲୋକଙ୍କୁ କହିଥିଲା | ଘର ଲୋକେ ଓ ସାହି ପୋଡ଼ସୀ ସାଙ୍ଗେ ସାଙ୍ଗେ ଦୁଷ୍ମନ୍ତକୁ ସ୍ଥାନୀୟ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବା ସହ ସର୍ପକୁ ଖୋଜା ଖୋଜି କରିଥିଲେ କିନ୍ତୁ ସର୍ପ ଟି ଜଙ୍ଗଲ ମଧ୍ୟକୁ ଚାଲି ଯାଇଥିଲା |
ରାୟଗଡା: ନାରାୟଣପୁର ଗ୍ରାମରେ ବିଷାକ୍ତ ସର୍ପ ଦଂଶନରେ ଛାତ୍ରଙ୍କ ମୃତ୍ୟୁ - Rayagada News